Meghapakshira Gita ହିରଣ୍ମୟୀ ମିଶ୍ର
Step into an infinite world of stories
କୁହ ମୋହନ ଦାସ, ତୁମେ କଣ ସତରେ ତୁମର ଲକ୍ଷ୍ୟ ସାଧନ କରି ପାରିଛ? ଜୀବନଯାକ ଯେଉଁ ସତ୍ୟ, ଅହିଂସା ଆଉ ସ୍ଵାର୍ଥପରତାର ଡିଣ୍ଡିମ ପିଟିଚାଲିଥିଲ ଆଉ ଯେଉଁ ବ୍ରତରେ ବ୍ରତୀ ହୋଇ ବିତେଇଦେଲ ତୁମର ସମଗ୍ର ଆୟୁଷ, ଯେଉଁ ସତ୍ୟର ପ୍ରୟୋଗ କରି ଚାଲିଥିଲ ମୃତ୍ୟୁ ପର୍ଯ୍ୟନ୍ତ, ସେଥିରେ କଣ ସଫଳ ହେଇଛ? ଏମିତି ଅନେକ ପ୍ରଶ୍ନ କସ୍ତୁରବା ପଚାରୁଛନ୍ତି ଗାନ୍ଧିଜୀଙ୍କୁ... କଣ ଉତ୍ତର ଦେଇଛନ୍ତି ଗାନ୍ଧିଜୀ? ନେପଥ୍ୟରେ ଥାଇ ଗାନ୍ଧିଙ୍କୁ ଗାନ୍ଧିଜୀରେ ପରିଣତ କରିଥିବା କସ୍ତୁରବା ଗାନ୍ଧୀଙ୍କ ଜୀବନକାହାଣୀ ଆଧାରିତ ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସ 'ନେପଥ୍ୟ ନାୟିକା'!
© 2021 Storyside IN (Audiobook): 9789354344664
Release date
Audiobook: 10 April 2021
English
India