Durdina ଜଗଦୀଶ ମହାନ୍ତି
Step into an infinite world of stories
ଅକାଳରେ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିବା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ କଥାକାର ସାରଦା ପ୍ରସାଦ ମିଶ୍ରଙ୍କ 'ଜୀବାଶ୍ମ' ଉପନ୍ୟାସ ଯେଉଁମାନେ ପଢିନାହାନ୍ତି, ସେମାନେ ଜାଣିପାରିବେ ନାହିଁ ଜଣେ ଆଧୁନିକ ଓଡ଼ିଆ ନାରୀର ପ୍ରେମ, ଉତ୍ସର୍ଗ ଓ ଆଦର୍ଶର କଥା! 'କଥା' ପତ୍ରିକାରେ ପ୍ରକାଶ ପାଇ ଏକଦା ଆଲୋଡନ ସୃଷ୍ଟି କରିଥିବା ଏହି ଉପନ୍ୟାସରେ ଜୀବନର କ୍ରୂର ବାସ୍ତବତାକୁ ବେଶ କଳାତ୍ମକ ରୂପରେ ଉପସ୍ଥାପନା କରାଯାଇଛି! ଆଲୋକ ଅଗ୍ନିବେଶଙ୍କ କଣ୍ଠରେ ଚାଲନ୍ତୁନା ଥରେ ଶୁଣିନେବା...
© 2021 Storyside IN (Audiobook): 9789354344015
Release date
Audiobook: 20 April 2021
English
India