Galpa Sambhara ବସନ୍ତ କୁମାର ଶତପଥୀ
Step into an infinite world of stories
Classics
ଫକୀରମୋହନ ସେନାପତି ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପର ଜନକ! ତାଙ୍କ ରଚିତ 'ରେବତୀ' ହିଁ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ! ଶତାବ୍ଦୀ ବିତିଯିବା ପରେ ବି ତାଙ୍କ ରଚିତ ସମସ୍ତ ଗଳ୍ପର ସାମାଜିକ ଗୁରୁତ୍ୱ ଅବିକଳ ରହିଛି! ଆଜିବି ତାଙ୍କ ଗଳ୍ପର ପାଠକୀୟ ଚାହିଦା କମିନାହିଁ! ଫକୀରମୋହନଙ୍କ ସେଇସବୁ କ୍ଲାସିକ ଗଳ୍ପକୁ ଚାଲନ୍ତୁ ପୁଣିଥରେ ଶୁଣିବା...
© 2021 Storyside IN (Audiobook): 9789354342318
Release date
Audiobook: 10 April 2021
English
India