Meghapakshira Gita ହିରଣ୍ମୟୀ ମିଶ୍ର
Step into an infinite world of stories
4
Short stories
କଥାକାର ସଦାନନ୍ଦ ତ୍ରିପାଠୀଙ୍କ ପ୍ରେମଗଳ୍ପରେ ଥାଏ ମାର୍ଜିତ ଓ ତଥାପି ମନୋହର ଏକ କାବ୍ୟିକ ଛଟା, ଯାହା ଭିତରେ ପ୍ରଚ୍ଛନ୍ନ ଭାବରେ ଗୋଟେ ବିଦ୍ରୋହ ବି ଲୁଚିବସିଥାଏ ଏବଂ ସେ ବିଦ୍ରୋହରେ ଥାଏ ପ୍ରେମର ସବୁଠୁ ମାରାତ୍ମକ କିଛି ଝୁଲ, ଯାହା ପାଠକର ଛାତିରେ ସିଧା ଯାଇ ଲାଗେ। ସେଥିପାଇଁ ସଦାନନ୍ଦୀୟ ପ୍ରେମରେ ଯଂତ୍ରଣା ବି ଗୋଟେ ମିଠା ବ୍ୟଙ୍ଗର ମଲମ ପରି ମନେହୁଏ। ପୋଡ଼ୁଥାଏ ଅଥଚ ମଜାଲାଗୁଥାଏ। ତାଙ୍କର ବଛାବଛା କେତୋଟି ପ୍ରେମଗପକୁ ନେଇ ‘ଟାଇମ୍ପାସ୍’ ପ୍ରକାଶିତ 'ସେଇ ବାହାନା' ପୁସ୍ତକଟି ଶୁଣନ୍ତୁ ନାରାୟଣ ମହାନ୍ତିଙ୍କ କଣ୍ଠରେ...
© 2021 Storyside IN (Audiobook): 9789354835490
Release date
Audiobook: 15 July 2021
Tags
English
India