Chenae Jahnaalua ସୃଷ୍ଟିଶ୍ରୀ ନାଏକ
Step into an infinite world of stories
ବିଗତ ତିନି ଦଶନ୍ଧି ଧରି ମହାନଗରୀ ମୁମ୍ବାଇରେ ଅବସ୍ଥାନ କରିଆସୁଥିବା ବିଶିଷ୍ଟ ଲେଖିକା କମଳା ଶତପଥୀଙ୍କ 'ସଲାମ ମୁମ୍ବଇ' ଉପନ୍ୟାସଟି ଜଣେ ଝିଅର ସ୍ୱପ୍ନ ଓ ସଂଘର୍ଷର କାହାଣୀ! ପ୍ରତିଟି ଭାରତୀୟଙ୍କର ମୁମ୍ବାଇ ପ୍ରତି ଥାଏ ଦୁର୍ବାର ଆକର୍ଷଣ! ସେହି ଆକର୍ଷଣ କେମିତି କ୍ରମେ ସଂଘର୍ଷର ବାଟ ଦେଇ ଯୁଝେ, ତାହାର ଚମତ୍କାର ବିନ୍ୟାସ ରହିଛି ଏ ଉପନ୍ୟାସରେ!
© 2021 Storyside IN (Audiobook): 9789354344176
Release date
Audiobook: 12 May 2021
English
India