Kete Rangara Jibana ଗୌରହରି ଦାସ
Step into an infinite world of stories
Romance
ସମୟ ଓ ସମାଜର ନିଚ୍ଛକ ସତକଥାର ନିର୍ଭୀକ ଗାଳ୍ପିକ ନିବାରଣ ଜେନା। ତାଙ୍କ ଗଳ୍ପ, ଉପନ୍ୟାସରେ ମାଟି ପାଣି ପବନ ପ୍ରତି ଯେତିକି ମମତ୍ୱ, ସମାଜର ଅଂଧାରୀ ଦିଗକୁ ଦର୍ଶାଇବାରେ ସେତିକି ଅଙ୍ଗୀକାରବଦ୍ଧତା ତାଙ୍କୁ କଥାସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଚି। ଏହି ଉପନ୍ୟାସଟିରେ ଶିକ୍ଷିତ ସମାଜରେ ଘଟୁଥିବା କିଛି ଅକଥା, ଅଘଟଣ, ଅବୈଧ ସଂପର୍କକୁ ଲେଖକ ଚିତ୍ରିତ କରିଛନ୍ତିି। ଜଣେ ସରଳା ଝିଅକୁ ଚାକିରି ଦେଇ କେମିତି ପ୍ରତାରିତ କରାଯାଇଛି ଓ ନାରୀ ଅବଳା, ଦୁର୍ବଳା ନୁହଁ, ସେ ବି ପ୍ରତିଶୋଧ ନେଇପାରେ - ତାହା କୁହାଯାଇଛି।
© 2021 Storyside IN (Audiobook): 9789354343216
Release date
Audiobook: 15 July 2021
English
India