Jagate Thiba Jete Dina ମୃଣାଳ
Step into an infinite world of stories
ଉଭୟ ସାମାଜିକ ଓ ରାଜନୈତିକ ଘଟଣାବଳୀକୁ କାହାଣୀର ରୂପ ଦେଉଥିବା ବିଶିଷ୍ଟ କଥାକାର ମୃଣାଳ ତାଙ୍କ ବ୍ୟଙ୍ଗାତ୍ମକ ଉପସ୍ଥାପନା ପାଇଁ ସୁପରିଚିତ! ତେବେ ମାନବୀୟ ଗୁଣର ଅନୁସନ୍ଧାନ ତାଙ୍କ କଥାକର୍ମର ପ୍ରମୁଖ ନିର୍ଯ୍ୟାସ! 'ଶନିମନ୍ଦିର ସାମ୍ନାରେ ସାତ ଭିକାରି' ଉପନ୍ୟାସଟି ସାମାଜିକ ବାସ୍ତବତାର ଏକ ଜୀବନ୍ତ ଉଦାହରଣ, ଯେଉଁଥିରେ ଆମ ସମୟର ବହୁ ଅନ୍ଧାରି ଦିଗ ଆବିଷ୍କୃତ! ବ୍ୟଙ୍ଗ ଛଳରେ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଦର୍ଶାଇବା ଲେଖକଙ୍କର ମୌଳିକ ଉଦ୍ଦେଶ୍ୟ, ଯାହା ଏହି ଉପନ୍ୟାସରେ ପ୍ରତିଫଳିତ!
© 2021 Storyside IN (Audiobook): 9789354340253
Release date
Audiobook: 3 June 2021
English
India