Apadebata ପଦ୍ମଜ ପାଳ
Step into an infinite world of stories
“କିନ୍ତୁ ମୋର ସବୁ ଇଚ୍ଛା, ସବୁ ସମସ୍ୟାର ହସ୍ତାନ୍ତରଣ କିଏ କରିବ । ମୁଁ କରିବି ନା? ଆଉ ମୁଁ ଯଦି ଈଶ୍ୱରଙ୍କୁ ହସ୍ତାନ୍ତର ନକରି, ଯେକୌଣସି ଟେଲିଗ୍ରାଫ୍ ଖୁଂଟ କି କୋକୋକୋଲା ବୋତଲ୍କୁ ମୋର ସବୁ ଦାୟିତ୍ୱ ହସ୍ତାନ୍ତର କରିଦିଏ, ତାହେଲେ ମୁଁ ସେଇ ପରିମାଣରେ ମୁକ୍ତ ହେଇଯିବିନି କି? ଏ ତ କେବଳ ମୋର ବିଶ୍ୱାସର କଥା, ଯାହାକୁ ମୁଁ ବିଶ୍ୱାସ କରିବି, ସେଇ ତ ଈଶ୍ୱର ।” ଶୁଣନ୍ତୁ ସୁଧାକର ଦାସଙ୍କ କଣ୍ଠରେ ଦେବଦାସ ଛୋଟରାୟଙ୍କ ସଂଚରଣଶୀଳ ଉପନ୍ୟାସ ‘ବଡ଼ଘରର ଦାସୀ’ ।
© 2022 Storyside IN (Audiobook): 9789354343858
Release date
Audiobook: 28 February 2022
English
India