Panchatantra ଡ. ବିବୁଧରଞ୍ଜନ
Step into an infinite world of stories
5
Short stories
ମୁହଁରୁ ମୁହଁକୁ ଗଡ଼ିଆସୁଥିବା କାହାଣୀ ହିଁ ଲୋକକଥା! ଯେଉଁଥିରେ ଖାଲି ମନୋରଞ୍ଜନ ନଥାଏ, ଥାଏ ଶିକ୍ଷା ଓ ଉପଲବ୍ଧି! ଡ. ବିବୁଧରଞ୍ଜନଙ୍କ ରଚିତ "ଆମ ଲୋକକଥା" ସଙ୍କଳନରେ ରହିଛି ଭାରତର ବିଭିନ୍ନ ରାଜ୍ୟ ଓ ଭାଷାରେ ପ୍ରଚଳିତ ଷାଠିଏଟି ଲୋକକଥା, ଯାହାକୁ କେବଳ ପିଲା ନୁହନ୍ତି ବୟସ୍କମାନେ ମଧ୍ୟ ଶୁଣି ମଜା ନେଇପାରିବେ! ବିଶିଷ୍ଟ କଣ୍ଠଶିଳ୍ପୀ କରୁଣାକରଙ୍କ କଣ୍ଠରେ ଶୁଣନ୍ତୁ ତେବେ ସାରା ଭାରତର କଥା ଓ କାହାଣୀ...
© 2021 Storyside IN (Audiobook): 9789354345319
Release date
Audiobook: 17 August 2021
English
India