Nathuram Nathi ଡ. ବିବୁଧରଞ୍ଜନ
Step into an infinite world of stories
ଆଜି ମଧ୍ୟ ନେତାଜୀଙ୍କୁ ନେଇ ନାନା ପ୍ରଶ୍ନବାଚୀ! ଏଠି କୁହେଳିକା, ସେଠି ପ୍ରହେଳିକା! ସେ ମୃତ ନା ଜୀବିତ- ଏ ସମ୍ପର୍କରେ ବହୁବାର ଭଉଁରି କାଟିଛି ବିତର୍କର ବାତ୍ୟା! କୁହୁଡି ଭିତରୁ ଆଜି କିନ୍ତୁ ଝଲସି ଉଠୁଛି ଝଡର ଦିହୁଡ଼ି...! ଶବ୍ଦାୟିତ ହୋଇଉଠୁଛି ଶତାବ୍ଦୀର ସତ୍ୟପାଠ! ନେତାଜୀ ଅନ୍ତର୍ଦ୍ଧାନର ଅଜଣା ରହସ୍ୟକୁ ନେଇ ବିବୁଧରଞ୍ଜନଙ୍କ ବହୁଚର୍ଚ୍ଚିତ ବହି: ନିଖୋଜ ନେତାଜୀ!
© 2021 Storyside IN (Audiobook): 9789354340031
Release date
Audiobook: 10 April 2021
English
India