Swati ପ୍ରବୀଣା ମହାନ୍ତି
Step into an infinite world of stories
"ଅନିର୍ବାଣ ହସିଉଠି ଚାହିଁଲା ତୁଳସୀ ମଙ୍ଗଳାକୁ! ପରିହାସ ଭରା ସ୍ୱରରେ କହିଲା- ଜାଣିଲ ତୁଳସୀ, ମୁଁ କୁଆଡେ ଜଣେ ଦେବତା! କହିଛନ୍ତି ଜିନିଆ ମହାଦେବୀ! କିନ୍ତୁ ମଣିଷଟିଏ ନା ନୁହେଁ? ମୋତେ ତ ଲାଗୁଛି, ହତଭାଗ୍ୟ ଶାପଗ୍ରସ୍ତ ଜୀବନଟି ମୁଁ!"... ପ୍ରେମ ଓ ପ୍ରତାରଣାର ଉପନ୍ୟାସ 'ପ୍ରତିସ୍ପର୍ଦ୍ଧା'ର କାହାଣୀରେ ଅଛି ଏମିତି ଜଣେ ଚରିତ୍ର ଅନିର୍ବାଣ, ଯିଏ ନିଜର ସ୍ପର୍ଦ୍ଧା ପାଇଁ ଶେଷରେ ଅସହାୟ ହୋଇପଡିଛି! ବରିଷ୍ଠ କଥାକାର ପଦ୍ମଜ ପାଳଙ୍କ ରଚିତ ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ଶୁଣନ୍ତୁ ଅନିତ୍ୟ ମହାନ୍ତିଙ୍କ କଣ୍ଠରେ...
© 2021 Storyside IN (Audiobook): 9789354830440
Release date
Audiobook: 12 September 2021
English
India