Natara Diary ପ୍ରକାଶ ମହାପାତ୍ର
Step into an infinite world of stories
5
Biographies
ଯଦି କଥା ନ ଶୁଭିଲା ବଂଶୀ ଭଳି, ତେବେ ଏ ବହିର ବା କି ସାର୍ଥକତା ଅଛି? ଏ ବହି ସାହିତ୍ୟ ଫାହିତ୍ୟର ଧାର ଧରୁନଥିବା ଜଣେ ଲେଖକର ଖାମ୍ଖିଆଲି ଲେଖା । ଏ ଲେଖା ଜଗତ ଉଦ୍ଧାର ପାଇଁ ନୁହେଁ, କେବଳ ନିଜର ମୁକ୍ତି ପାଇଁ । ସୋସିଆଲ୍ ମିଡ଼ିଆରେ ନିୟମିତ ଲେଖି ଚହଳ ସୃଷ୍ଟି କରିଥିବା ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ରଙ୍କ ‘କଥାର ନାମ ବଂଶୀ’ ସେମିତି ଏକ ପୁସ୍ତକ, ଯାହାକୁ ଥରେ ଶୁଣିବାକୁ ଆରମ୍ଭ କଲେ ଶେଷ ନକରି ରହିପାରିବେନି ।
© 2021 Storyside IN (Audiobook): 9789354340161
Release date
Audiobook: 6 August 2021
English
India