Syamala Sugandha ପ୍ରବୀଣା ମହାନ୍ତି
Step into an infinite world of stories
"ମିତ୍ରାକୁ ସ୍ଥିର ଦୃଷ୍ଟିରେ ଚାହିଁଲା ମାନସ! ବହୁତ ଝଡ଼ି ଯାଇଛି ସେ! ମୁଣ୍ଡର ଓଢଣା ଫାଙ୍କରୁ ଦିଶିଯାଉଛି ତା କପାଳର ଗଭୀର କ୍ଷତଚିହ୍ନ! ବୋଉ କହୁଥିଲା ମୃତ୍ୟୁ ପାଖରୁ ଫେରିଆସିଛି ମିତ୍ରା! ବେଦନାରେ ଭାରି ହୋଇଉଠିଲା ତାର ଅନ୍ତର!"... ଏମିତି ଏକ ସୂକ୍ଷ୍ମ, ସାବଲୀଳ, ପ୍ରେମଭରା କାହାଣୀକୁ ନେଇ ରଚିତ ବିଶିଷ୍ଟ ଲେଖିକା ପ୍ରବୀଣା ମହାନ୍ତିଙ୍କ ଉପନ୍ୟାସ "ନୀଡ଼" ଆପଣଙ୍କୁ ନିଶ୍ଚିତ ରୂପେ ଚହଲେଇଦେବ! ଶୁଣନ୍ତୁ ତେବେ ଜଣାଶୁଣା ଅଭିନେତ୍ରୀ କୀର୍ତ୍ତି ମହାନ୍ତିଙ୍କ କଣ୍ଠରେ...
© 2021 Storyside IN (Audiobook): 9789354349096
Release date
Audiobook: 22 July 2021
English
India