Oh Fujiyama ପ୍ରକାଶ ମହାପାତ୍ର
Step into an infinite world of stories
ନାରୀ କେବେ ଭାବମୟୀ ତ କେବେ କରୁଣାମୟୀ, କେବେ ରହସ୍ୟମୟୀ ତ କେବେ ସନ୍ନ୍ୟାସିନୀ! କେବେ ପ୍ରାଚୁର୍ଯ୍ୟରେ ଅଣନିଶ୍ଵାସୀ ରାଜରାଣୀ ତା କେବେ ଅପ୍ରେମର ଲୁହରେ ବତୁରା ମେଞ୍ଚେ ଦେହ! ନାରୀର ବହୁବିଧ ରୂପ, ଗୁଣ ଓ ସତ୍ତାକୁ ନେଇ କେତୋଟି ନିଖୁଣ କାହାଣୀର ସମାହାର ହେଉଛି 'ପ୍ରାପ୍ତି', ଯାହା କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ସହ ବେଶ ପାଠକୀୟ ଆଦୃତି ଲାଭ କରିଛି!
© 2021 Storyside IN (Audiobook): 9789354344527
Release date
Audiobook: 10 April 2021
English
India