Pakhala Ekala Sekala ଦେବ୍ରାଜ ଲେଙ୍କା
Step into an infinite world of stories
Fiction
"ସେ ଟଳମଳ ପାଦରେ ଠିଆହେଲେ! ପାଦ ଦିଟାରୁ ଜୀବନ ଛାଡିଛାଡ଼ି ଆସୁଛି ଯେମିତି! ନିଶ୍ୱାସ ନେବାକୁ କଷ୍ଟ ହେଉଚି! ଥଣ୍ଡାରେ ଦାନ୍ତ ଠକଠକ ହେଇ ବାଜୁଛି! ଯିବାକୁ ହେବ! କିନ୍ତୁ କୁଆଡେ ଯିବେ ସେ? ତଳର ସମୁଦ୍ରପତ୍ତନ ଆଡକୁ ନ ଉପରର ପାହାଡ ଚୂଡ଼ାକୁ?" ଏମିତି ଏକ କ୍ଳାଇମାକ୍ସ ପଛରେ ଥିବା କାହାଣୀଟି କଣ ହୋଇପାରେ? ଶୁଣନ୍ତୁ ପ୍ରସିଦ୍ଧ ଲେଖିକା ସରୋଜିନୀ ସାହୁଙ୍କ ଜୀବନବାଦୀ ଉପନ୍ୟାସ "ମହାଯାତ୍ରା"...
© 2021 Storyside IN (Audiobook): 9789354348983
Release date
Audiobook: 17 June 2021
English
India