Pratisparddha ପଦ୍ମଜ ପାଳ
Step into an infinite world of stories
Fiction
ଦ୍ୱୈତଭାବ ମଣିଷ ମନକୁ କରିଦିଏ ଅସ୍ଥିର । ସ୍ୱାମୀ ଓ ପୁତ୍ର ମଧ୍ୟରୁ ଜଣେ ବଂଚିଲେ ଆରଜଣଙ୍କର ମୃତ୍ୟୁ ହେବ- ଏଭଳି ଏକ ଜଟିଳ ପରିସ୍ଥିତିରେ ପଡ଼ିଥିବା ହରିପ୍ରିୟାର କାହାଣୀ ହିଁ ‘ଗଣ୍ଡଭୈରବ’ । ଜଣାଶୁଣା ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ ଶୁଣନ୍ତୁ ବରିଷ୍ଠ ଲେଖକ ପଦ୍ମଜ ପାଳଙ୍କ ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସ...
© 2022 Storyside IN (Audiobook): 9789354830068
Release date
Audiobook: 28 February 2022
English
India