Prachina Sabhyata Kahani - Greece ଶରତ କୁମାର ମହାନ୍ତି
Step into an infinite world of stories
History
ବିଶ୍ୱର ପ୍ରମୁଖ ପ୍ରାଚୀନ ସଭ୍ୟତା ବିଷୟରେ ଓଡ଼ିଆଙ୍କୁ ପରିଚିତ ଓ ଶିକ୍ଷିତ କରିବା ଦିଗରେ ବିଶିଷ୍ଟ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ଭୂମିକା ଉଲ୍ଲେଖନୀୟ! ଏହି କ୍ରମରେ ସେ ଇହୁଦୀମାନଙ୍କର ଆଦ୍ୟଭୂମି ଭାବେ ପ୍ରସିଦ୍ଧ ଇସ୍ରାଏଲ ଦେଶ ସମ୍ପର୍କରେ ଏହି ପୁସ୍ତକଟି ରଚନା କରିଛନ୍ତି! ବାଇବେଲର ଜନ୍ମଦାତା ଏହି ଦେଶର ସଭ୍ୟତା ଓ ସମାଜର ଇତିହାସକୁ ନେଇ ଖୁବ ସୁନ୍ଦର ଭାବେ ବ୍ୟାଖ୍ୟା କରାଯାଇଛି ଏହି ପୁସ୍ତକରେ! ଥରେ ଶୁଣି ଦେଖନ୍ତୁନା...
© 2021 Storyside IN (Audiobook): 9789354342462
Release date
Audiobook: 30 May 2021
English
India