Samarpanare Samadhana ଡ. ବିବୁଧରଞ୍ଜନ
Step into an infinite world of stories
Non-Fiction
ବାହାରର ଧନ ନୁହେଁ, ଭିତରର ଧନ ପାଇବା ପାଇଁ ଧ୍ୟାନ ହିଁ ଦରକାର! ଧନ ପାଇଁ ଗୋଟିଏ ପରେ ଗୋଟିଏ ନରହତ୍ୟା କରୁକରୁ ଧ୍ୟାନସ୍ଥ ହୋଇଥିଲେ ଦସ୍ୟୁ ରତ୍ନାକର! କିନ୍ତୁ ଧ୍ୟାନରୁ ବାହାରିଥିଲେ ବାଲ୍ମୀକି! ଧନରୁ ସୃଷ୍ଟି ହତ୍ୟା, ଦ୍ୱେଷ, ଈର୍ଷା ଆଉ ଅସୂୟା! କିନ୍ତୁ ଧ୍ୟାନରୁ ସୃଷ୍ଟି ବୁଦ୍ଧ, ମହାବୀର, ନାନକ, ଚୈତନ୍ୟ! ଧନରୁ ସୃଷ୍ଟି ଅହମିକା; ଧ୍ୟାନରୁ ସୃଷ୍ଟି ଆତ୍ମଜ୍ଞାନ!
© 2021 Storyside IN (Audiobook): 9789354340062
Release date
Audiobook: 10 April 2021
English
India