Nabalaka ଅଜୟ ସ୍ୱାଇଁ
Step into an infinite world of stories
Crime
ସତ୍ୟପ୍ରିୟ ମହାଳିକ ନିଜ ସାହିତ୍ୟରେ ଜୀବନ ଓ ବାସ୍ତବତା ପ୍ରତି ବେଶି ଯତ୍ନଶୀଳ । ତଥାକଥିତ କଳ୍ପନାର କାନ୍ଭାସ୍ରେ ମିଛ ଆଦର୍ଶ ଓ ଶସ୍ତା ସ୍ୱପ୍ନ ଆଙ୍କିବା ତାଙ୍କର ସଉକ୍ ନୁହେଁ; ବରଂ ଜୀବନର ଧୂସର ବାସ୍ତବତା ଓ କାରୁଣ୍ୟ ଆଡ଼େ ସେ ସଚେତନ ଦୃଷ୍ଟିରେ ଚାହିଁରହିବାକୁ ଭଲପାଆନ୍ତି । ସତ୍ୟ ଓ ସାହସର ବର୍ତ୍ତମାନକୁ ସେ ନିଜ ମୌଳିକ କଳାକୌଶଳ ନେଇ ରୂପାନ୍ତରିତ କରନ୍ତି କଥା କାହାଣୀରେ । ସେଥିପାଇଁ ତାଙ୍କର ପ୍ରତିଟି ରଚନା ଜୀବନ୍ତ ଓ ସଂକ୍ରାମକ । ‘କଭର୍ ଷ୍ଟୋରି’ ଉପନ୍ୟାସ ଆମ ସାମାଜିକ ଅସଂଗତି ଓ ଅବଜ୍ଞାର ଆଉଏକ ଶକ୍ତିଶାଳୀ କାରୁଣ୍ୟ, ଯେଉଁଠି ଚାରି ବର୍ଷର ଝିଅଟିଏ ଧର୍ଷିତା ହୁଏ ଓ ନ୍ୟାୟ ପାଇଁ ନୟାନ୍ତ ହୋଇ ଧାଉଁଥାଏ । ନ୍ୟାୟ କ’ଣ ପଦ୍ମଫୁଲ ଯେ ଅଣ୍ଟେପାଣିରେ ପଶି ତୋଳିଆଣିହେବ?
© 2021 Storyside IN (Audiobook): 9789354343131
Release date
Audiobook: 14 July 2021
English
India